ଓଡିଶା

odisha

ETV Bharat / videos

କରଣ ଜୋହରଙ୍କୁ ବର୍ଥଡେ ଓ୍ବିଶ କଲେ ବି-ଟାଉନ୍ ସେଲିବ୍ରିଟି - କରଣ ଜୋହରଙ୍କୁ ବର୍ଥଡେ ଓ୍ବିଶ କଲେ ବି-ଟାଉନ୍ ସେଲିବ୍ରିଟି

By

Published : May 25, 2021, 6:49 PM IST

ବଲିଉଡର କରନ ଜୋହର ଜଣେ ଫେମସ ନିର୍ମାତା, ସ୍କ୍ରିନ୍ ରାଇଟର୍, ଫ୍ୟାସନ ଡିଜାଇନର୍ ଯିଏ ଆଜି କୌଣସି ପରିଚୟ ଆବଶ୍ୟକ କରନ୍ତି ନାହିଁ । ନିଜ ଫିଲ୍ମ ଦ୍ବାରା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରୁଥିବା ନିର୍ମାତା କରନ ଆଜି ବୟସର ଆଉ ଏକ ପାହାଚରେ ପାଦ ଥାପିଛନ୍ତି । ଆଜି କରନଙ୍କ 49ତମ ଜନ୍ମଦିନ । 1972 ମେ 25ରେ ଜନ୍ମ ହୋଇଥିଲେ କରନ । ଏହି ବିଶେଷ ଦିନରେ ସହକର୍ମୀଙ୍କ ସମେତ ଅନେକ ବି-ଟାଉନ ସେଲିବ୍ରିଟି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details