ଓଡିଶା

odisha

By

Published : Apr 4, 2021, 4:17 PM IST

ETV Bharat / videos

ମାୟାନଗରୀରେ ବି-ଟାଉନ ଡିଭାସ୍

ମୁମ୍ବାଇ: ମିଡିଆ କ୍ୟାମେରାରେ ବଲିଉଡ ସୁନ୍ଦରୀ । ଦୀପିକା ପାଦୁକୋନ,ଗୌହର ଖାନ, ଆଦିତି ରାଓ ହାଇଦରୀ ସମସ୍ତ ବି-ଟାଉନ୍ ଡିଭାସ୍ ମୁମ୍ବାଇର ଆଖ ପାଖରେ ନଜର ଆସିଛନ୍ତି । ଦୀପିକା ଏବଂ ଆଦିତିଙ୍କୁ ବାନ୍ଦ୍ରାସ୍ଥିତ ଦୋକାନ ବାହାରେ ଦେଖିବାକୁ ମିଳିଥିଲା। ଏଥିସହିତ ଅପରପକ୍ଷେ ମୁମ୍ବାଇରେ ଗୌହର ଖାନ ଏବଂ କରିସ୍ମା ତନ୍ନାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details