ଓଡିଶା

odisha

ସଭିଁଙ୍କୁ ଛାଡି ଚାଲିଗଲେ ଓଡିଆ ଜଗତର ଏହି କଳାକାର

By

Published : Dec 26, 2020, 8:53 PM IST

ଆଉ କିଛି ଦିନ ପରେ ଶେଷ ହୋଇଯିବ 2020 ବର୍ଷ । ହେଲେ ସମସ୍ତଙ୍କ ମନରେ ରହିଯିବ ଏ ବର୍ଷ ଦେଇଥିବା କଷ୍ଟଦାୟକ ମୁହୂର୍ତ୍ତ । କୋରୋନା କାଳଠୁ ନେଇ ଅନେକ ସମସ୍ୟା ସହିଛନ୍ତି ଦେଶବାସୀ । ସେପଟେ କଳା ଜଗତ ପାଇଁ ମଧ୍ୟ ଭଲ ସାବ୍ୟସ୍ତ ହୋଇନାହିଁ 2020 । ବଲିଉଡ ଠୁ ନେଇ ହଲିଉଡ ଓ ଟଲିଉଡ ଠୁ ନେଇ ଓଲିଉଡ ଜଗତରେ ଏବର୍ଷ ଖେଳିଯାଇଛି ଶୋକର ଛାୟା । କାରଣ ଆଖି ବୁଜିଛନ୍ତି ଅନେକ ଦକ୍ଷ କଳାକାର । ତେବେ ବର୍ଷ ଶେଷରେ ନଜର ପକାନ୍ତୁ ଓଡିଆ ଚଳଚ୍ଚିତ୍ର ଜଗତ ହରାଇଥିବା ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ...

ABOUT THE AUTHOR

...view details