ଓଡିଶା

odisha

ETV Bharat / videos

କରୀନାଙ୍କ ଘରେ ବଲିଉଡର ଜଣାଶୁଣା ସେଲିବ୍ରିଟି

By

Published : Mar 5, 2021, 12:23 PM IST

ମୁମ୍ବାଇ: ନିକଟରେ ଦ୍ବିତୀୟ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ ବି-ଟାଉନର ବେବୋ କରୀନା କପୁର ଖାନ । ବର୍ତ୍ତମାନ ପୁରା ପରିବାରର ଖୁସିର ଲହରୀ । ପୁଣିଥରେ ତାଙ୍କ ଘରେ ଜମିଛି ସେଲିବ୍ରିଟିଙ୍କ ଭିଡ । ଭଉଣୀ କରିସ୍ମା କପୁର, ମଲାଇକା ଅରୋରା, ଫିଲ୍ମ ନର୍ମାତା କରନ ଜୋହର, ନତାଶା ପୁନାୱାଲା, ମନୀଷ ମଲହୋତ୍ରାଙ୍କ ସହ ଅମିୃତା ଅରୋରା କରୀନାଙ୍କ ଘରେ ନଜର ଆସିଲେ । ବୁଧବାର ତାଙ୍କ ସାନ ପୁଅକୁ ଆର୍ଶୀବାଦ ଦେବାକୁ ପୁଣି ପହଞ୍ଚିଥିଲେ ଏହି ସେଲିବ୍ରିଟି ।

ABOUT THE AUTHOR

...view details