ଓଡିଶା

odisha

କାଜୁଆଲ୍ ଲୁକରେ ଦେଖାଦେଲେ ବି-ଟାଉନ ସେଲିବ୍ରିଟି, ଦେଖନ୍ତୁ...

By

Published : Feb 16, 2021, 5:53 PM IST

ମୁମ୍ବାଇ: ଏୟାରପୋର୍ଟରେ ଅଭିନେତା ଅନିଲ କପୁରଙ୍କୁ କାଜୁଆଲ୍ ଲୁକ୍ ଏବଂ ଏକ ନୂଆ ହେୟାର ଷ୍ଟାଇଲରେ ଦେଖିବାକୁ ମିଳିଥିଲା। ଟିଭି ଅଭିନେତ୍ରୀ ମୌନି ରୟଙ୍କୁ ଅନ୍ଧେରିରେ ଧର୍ମା ଅଫିସ ବାହାରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଏକ ସେଲୁନ୍ ବାହାରେ ନଜର ଆସିଥିଲେ। ଯେଉଁଥିରେ ସେ ଏକ ସାଲୱାର୍ ସୁଟ୍ ରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details