ଓଡିଶା

odisha

ETV Bharat / videos

ନେଟଫ୍ଲିକ୍ସ ଭିଡିଓରେ ରଣବୀର, ଡିଜିଟାଲ ଡେବ୍ୟୁକୁ ନେଇ ଚର୍ଚ୍ଚା - ନେଟଫ୍ଲିକ୍ସର ଭିଡିଓରେ ରଣବୀର କପୁର

By

Published : Apr 28, 2021, 10:50 AM IST

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ରଣବୀର କପୁର ନିକଟରେ ନେଟଫ୍ଲିକ୍ସର ଏକ ଭିଡିଓରେ ନଜର ଆସିଥିଲେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ଭିଡିଓ ଭାଇରାଲ ହେବା ପରେ ତାଙ୍କ ଡିଜିଟାଲ ଡେବ୍ୟୁକୁ ନେଇ ଚର୍ଚ୍ଚା । ଯଦି ଓଟିଟି ପ୍ଲାଟଫର୍ମରେ ସେ ପାଦ ଥାପିବାକୁ ଯାଉଛନ୍ତି ତାହା ତାଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ବଡ ଉପହାର ଠୁ କମ୍ ହେବ ନାହିଁ । ନିକଟରେ ବି-ଟାଉନର ସିଂଘମ ଅଜୟ ଦେବଗନ ଡିଜିଟାଲ ଡେବ୍ୟୁ ଘୋଷଣା କରିଥିଲେ ।

ABOUT THE AUTHOR

...view details