ଓଡିଶା

odisha

ETV Bharat / videos

ଜୋମାଟୋ ବଏଙ୍କ ପାଇଁ ଦୁଃଖୀ, ସଲମାନଙ୍କୁ ନେଇ ଖୁସି ରାକ୍ଷୀ - ରାକ୍ଷୀ ସାୱନ୍ତଙ୍କ ନ୍ୟୁଜ

By

Published : Mar 19, 2021, 10:45 AM IST

Updated : Mar 19, 2021, 10:59 AM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ରାଧେ’ ଦେଖିବାକୁ ସୁପର ଏକ୍ସାଇଡେଟ ଅଛନ୍ତି ରାକ୍ଷୀ ସାୱନ୍ତ । ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବା ସେ। ଏହାସହ ବର୍ତ୍ତମାନ ବଡ ପ୍ରସଙ୍ଗ ସାଜିଥିବା ଜୋମାଟୋ ଡେଲିଭରି ବଏ କାମରାଜଙ୍କ କେସରେ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ନିକଟରେ ଜଣେ ମେକଅପ୍ ଆର୍ଟିଷ୍ଟ ଜୋମାଟୋ ଡେଲିଭରି ବୟ କାମରାଜଙ୍କ ଉପରେ ମାଡ ମାରିବା ଅଭିଯୋଗ କରିଥିଲେ । ଯାହା ପରଠୁ ହଟହଟା ହେଉଛନ୍ତି କାମରାଜ । ହେଲେ ରାକ୍ଷୀ ତାଙ୍କ ସମର୍ଥନରେ କହିଛନ୍ତି ଅନେକ କଥା ।
Last Updated : Mar 19, 2021, 10:59 AM IST

ABOUT THE AUTHOR

...view details