ଓଡିଶା

odisha

77ରେ ବି ସକ୍ରିୟ ସେହେନ୍ସା...

By

Published : Oct 11, 2019, 3:27 PM IST

ଅନେକ ବର୍ଷ ପୂର୍ବେ ଆଜିର ଦିନରେ ବଲିଉଡକୁ ମିଳିଥିଲା ଗୋଟିଏ ଚମକୁଥିବା ସିତାରା । ଯାହାର ଆଲୋକରେ ଆଜି ବି ଆଲୋକିତ ହେଉଛି ପୁରା ଫିଲ୍ମ ଦୁନିଆ । ବଲିଉଡ ତାଙ୍କୁ ଡାକେ ବିଗ ବି । ଆଉ ନିଜ ନାମକୁ ସର୍ବଦା ସାକାର କରିଛନ୍ତି ମେଗାଷ୍ଟାର । ଆକ୍ଟିଂ ଠୁ ଡାଏଲଗ, ହୃଦୟ ଠୁ ବ୍ୟକ୍ତିତ୍ବ ସବୁ ବିଗ । ପ୍ରତିଟି ଭାରତୀୟଙ୍କ ହୃଦୟରେ ରାଜ କରନ୍ତି ସୁପରଷ୍ଟାର । ସମସ୍ତ କଳାକାରଙ୍କ ପାଇଁ ଜଣେ ମାଗ ପ୍ରଦର୍ଶକ ଏବଂ ଫ୍ୟାନ୍ସଙ୍କ ପାଇଁ ଭଗବାନ ।

ABOUT THE AUTHOR

...view details