ଓଡିଶା

odisha

ETV Bharat / videos

ଏକାଠି ପାର୍ଟିରେ ନଜର ଆସିଲେ ଆଦିତ୍ୟ-ସଞ୍ଜନା - ଏକାଠି ପାର୍ଟିରେ ନଜର ଆସିଲେ ଆଦିତ୍ୟ-ସଞ୍ଜନା

By

Published : Feb 18, 2021, 4:57 PM IST

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ସଞ୍ଜନା ସାଙ୍ଘୀ ଖୁବ୍ ଶୀଘ୍ର ଫିଲ୍ମ 'ଓମ୍: ଦ ବ୍ୟାଟେଲ ଓ୍ବିଦିନ୍' ରେ ନଜର ଆସିବେ । ଫିଲ୍ମର ସୁଟିଂ ଶେଷ ହୋଇଯାଇଛି । ସୁଟିଂ ଶେଷ ହେବାର ଖୁସିରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଫିଲ୍ମ ସହିତ ଜଡିତ ସମସ୍ତ କଳାକାର ଉପସ୍ଥିତ ଥିଲେ । ଦେଖନ୍ତୁ ଭିଡିଓ...

For All Latest Updates

ABOUT THE AUTHOR

...view details