ଓଡିଶା

odisha

By

Published : Mar 20, 2021, 2:07 PM IST

ETV Bharat / videos

କେମିତି ପତଳା ହେଲେ ମୌନୀ, ଜାଣନ୍ତୁ

ମୁମ୍ବାଇ: ଗତ 16 ତାରିଖରେ ରିଲିଜ ହୋଇଥିଲା ସେକ୍ସି ଅଭିନେତ୍ରୀ ମୌନୀ ରୟଙ୍କ ମ୍ୟୁଜିକ ଟ୍ରାକ ‘ପତଲି କମରିୟା’। ଯେଉଁଥିରେ ତାଙ୍କ ସେକ୍ସୀ କମରିୟା ଦେଖିବାକୁ ମିଳୁଛି । ଇତିମଧ୍ୟରେ ସେ ନିଜ ସେକ୍ସି ଲୁକ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି ଯେ 10 ଦିନ ସେ ବିନା କାର୍ବୋହାଇଡ୍ରେଟ ଫୁଡ୍ ଖାଇ ନିଜକୁ ଶାନଦାର ଲୁକରେ ପରିଣତ କରିବାରେ ସଫଳ ହୋଇଛନ୍ତି । ବିଶେଷ କରି ‘ପତଲି କମରିୟା’ରେ ତାଙ୍କ ଲୁକ୍ ଆହୁରି ଶାନଦାର ଦେଖାଯିବାକୁ କହିଥିଲେ ମେକର୍ସ । ଏହା ବ୍ୟତୀତ ମୌନୀ ଖୁବଶୀଘ୍ର ମଲ୍ଟି ଷ୍ଟାରର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଫିଲ୍ମରେ ରଣବୀର କପୁର ଓ ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ ଓ ନାଗାର୍ଜୁନଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ABOUT THE AUTHOR

...view details