ଓଡିଶା

odisha

ETV Bharat / videos

ମୁମ୍ବାଇର ଭିନ୍ନ ଭିନ୍ନ ସ୍ଥାନରେ ନଜର ଆସିଲେ ବଲିଉଡ ସୁନ୍ଦରୀ

By

Published : Apr 21, 2021, 11:38 AM IST

ମୁମ୍ବାଇ: ଏୟାରପୋର୍ଟରେ ନଜର ଆସିଲେ ସୁନ୍ଦରୀ ଅଭିନେତ୍ରୀ କ୍ରିତି ସାନନ । ସେ ନିଜର ଆଗାମୀ ଫିଲ୍ମ ‘ବେହଡିୟା’ର ଅରୁଣାଚଳ ପ୍ରଦେଶ ସୁଟିଂ ସିଡ୍ୟୁଲ ଶେଷ କରି ମୁମ୍ବାଇ ଫେରିଛନ୍ତି । ଫିଲ୍ମରେ ତାଙ୍କ ସହ ନଜର ଆସିବେ ବରୁଣ ଧୱନ । ଓଭରସାଇଜ୍‌ଡ ଆଉଟଫିଟ୍‌ରେ ଦେଖିବାକୁ ମିଳିଲା ତାଙ୍କ ସୁନ୍ଦର ଅନ୍ଦାଜ । ଅନ୍ୟପଟେ କମେଡିଆନ ଆକ୍ଟର କ୍ରିଷ୍ଣା ଅଭିଷେକଙ୍କୁ ପତ୍ନୀ କରିସ୍ମା ଶାହଙ୍କ ସହ ବାନ୍ଦ୍ରା ଫୁଡ ହଲରେ ନଜର ଆସିଲେ । ସେହିପରି ରଣଧୀର କପୁର ଝିଅ କରୀନା କପୁର ଖାନଙ୍କ ଘରେ ଦେଖାଗଲେ । ଆଉ କ୍ୟାମେରାରେ କଏଦ ହେଲେ କରିସ୍ମା କପୁର ।

ABOUT THE AUTHOR

...view details