ଓଡିଶା

odisha

ETV Bharat / videos

ସ୍ବାମୀଙ୍କ ସହ ମାଳଦ୍ବୀପରେ ଏନଜୟ କରୁଛନ୍ତି ଦିୟା

By

Published : Mar 27, 2021, 12:42 PM IST

ମୁମ୍ବାଇ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜା ବର୍ତ୍ତମାନ ସ୍ବାମୀ ବୈଭବ ରେଖୀଙ୍କ ସହ ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି । ଗତ ଫେବୃଆରୀ 15ରେ ବିଜନେସମ୍ୟାନ ବୈଭବଙ୍କୁ ବିବାହ କରିଥିଲେ ଅଭିନେତ୍ରୀ । ଏବେ ଦୁଇ ହନିମୁନରେ ବ୍ୟସ୍ତ । ଆଉ ସୋସିଆଲ ମିଡିଆରେ ଦିୟା ସେୟାର କଲେ ଅନେକ ଫଟୋ ।

ABOUT THE AUTHOR

...view details