ଓଡିଶା

odisha

By

Published : Jun 12, 2021, 2:02 PM IST

ETV Bharat / videos

କାମକୁ ଫେରିବା ପୂର୍ବରୁ ଗାର୍ଲ ଗ୍ୟାଙ୍ଗ ସହ ଏନଜୟ କଲେ ଆଲିୟା

ମୁମ୍ବାଇ: ବଲିଉଡର କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ପୁଣିଥରେ ୱାର୍କ ମୋଡ୍ ଟର୍ନ୍ ଅନ୍ କରିଛନ୍ତି । ହେଲେ କାମକୁ ଫେରିବା ପୂର୍ବରୁ ସେ ରିଲାକ୍ସ ମୁଡରେ ନଜର ଆସୁଛନ୍ତି । ଅଭିନେତ୍ରୀ ମୁମ୍ବାଇର ଏକ ରେସ୍ତୋରାଁରେ ନିଜ ଗାର୍ଲ ଗ୍ୟାଙ୍ଗ ସହ ଏନଜୟ କରୁଥିବାର ଦେଖାଯାଇଛନ୍ତି । ସେ ବନ୍ଧୁ ଏବଂ ଭଉଣୀ ଶାହିନ ଭଟ୍ଟଙ୍କ ଲଞ୍ଚ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ।

ABOUT THE AUTHOR

...view details