ଓଡିଶା

odisha

ETV Bharat / videos

ବିଚ୍ଛେଦ ହେଲେ ଆମିର-କିରଣ, ନଜର ପକାନ୍ତୁ କେମିତି ଥିଲା ସମ୍ପର୍କ...

By

Published : Jul 3, 2021, 7:13 PM IST

ମୁମ୍ବାଇ: 15 ବର୍ଷର ବୈବାହିକ ଜୀବନ ବିତେଇବା ପରେ ଶେଷରେ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାନ ଓ ପତ୍ନୀ କିରଣ ରାଓ । ବର୍ତ୍ତମାନ ସେମାନେ ପତିପତ୍ନୀ ସମ୍ପର୍କକୁ ଶେଷ କରିବା ସତ୍ତ୍ବେ ଭଲ ବନ୍ଧୁ ଓ ପରିବାରର ସଦସ୍ୟ ଭଳି ସମ୍ପର୍କ ବଜାୟ ରଖି ଆଗକୁ ନିଜ ନିଜର ଜୀବନରେ ଆଗେଇବେ । ତେବେ ଏଠାରେ ନଜର ପକାନ୍ତୁ କେମିତି ଥିଲା ସେମାନଙ୍କ 15 ବର୍ଷର ବୈବାହିକ ଜୀବନ...

ABOUT THE AUTHOR

...view details