ଓଡିଶା

odisha

ETV Bharat / videos

ଭାରତ ମାତା କି ଜୟରେ କମ୍ପିଲା ବୁଚାରେଷ୍ଟ ବିମାନ ବନ୍ଦର

By

Published : Feb 27, 2022, 8:25 AM IST

Updated : Feb 3, 2023, 8:17 PM IST

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ‘ଅପରେସନ ଗଙ୍ଗା’। ଆଜି ଏହି ଅଭିଯାନ ଅଧୀନରେ ରୋମାନିଆ ରାଜଧାନୀ ବୁଚାରେଷ୍ଟରୁ ଦ୍ୱିତୀୟ ବିମାନ 250 ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିବ । ବିମାନରେ ବସିବା ପରେ ଭାରତ ମାତାକି ଜୟରେ କମ୍ପିଲା ବିମାନ । ନିଜ ଦେଶକୁ ଫେରୁଥିବାରୁ ବେଶ ଖୁସି ଅଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ ।
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details