Lok Sabha: ଅନୁସୂଚିତ ଜାତି ଜନଜାତି ସଂଶୋଧନ ବିଲ 2022କୁ ବିଜେଡିର ସମର୍ଥନ - ଅନୁସୂଚିତ ଜାତି ଜନଜାତି ସଂଶୋଧନ ବିଲ 2022 କୁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ: ଲୋକସଭାରେ ଆଜି ଅନୁସୂଚିତ ଜାତି ଜନଜାତି ସଂଶୋଧନ ବିଲ 2022 ପାରିତ ହୋଇଛି । ବିଲକୁ ବିଜେଡି ସମର୍ଥନ କରିଥିବା ବେଳେ ଦଳ ପକ୍ଷରୁ ସାଂସଦ ଶର୍ମିଷ୍ଠା ସେଠୀ ବିତର୍କରେ ଭାଗ ନେଇ ଆବଶ୍ୟକ ସଂଶୋଧନ ସହ ବିଲକୁ ସମର୍ଥନ କରିଥିଲେ । ଦେଖନ୍ତୁ ବିଲ ସମ୍ପର୍କରେ କଣ କହୁଛନ୍ତି ଶର୍ମିଷ୍ଠା ।
Last Updated : Feb 3, 2023, 8:21 PM IST