ଓଡିଶା

odisha

By

Published : Mar 12, 2022, 10:26 PM IST

Updated : Feb 3, 2023, 8:19 PM IST

ETV Bharat / videos

ଭାପୁର ବ୍ଲକ ଅଧ୍ୟକ୍ଷା ହେଲେ ସାବିତ୍ରୀ ପ୍ରଧାନ

ନୟାଗଡ: ଜିଲ୍ଲାର ଭାପୁର ବ୍ଲକ ଅଧ୍ୟକ୍ଷା ହେଲେ ସାବିତ୍ରୀ ପ୍ରଧାନ। ଦୁର୍ନୀତି ବିରୋଧରେ ସ୍ବର ଉଠାଇ ଥିଲେ ଚର୍ଚ୍ଚାରେ । ଭାପୁର ବ୍ଲକର 17ଜଣ ସମିତି ସଭ୍ୟ ସଭ୍ୟାଙ୍କ ସମର୍ଥନରେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି l ଏଥିପାଇଁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଛନ୍ତି ସମର୍ଥକ ମାନେ l ଭାପୁର ବ୍ଲକରେ 80 କୋଟି ଟଙ୍କାର ଦୁର୍ନୀତି ବିରୋଧରେ ସ୍ବର ଉଠାଇ ନିର୍ବାଚନରେ ଲଢୁଥିଲେ l ଏବେ ବ୍ଲକ ଅଧକ୍ଷା ହୋଇଛନ୍ତି l ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୟାଗଡ ପ୍ରତିନିଧି ଜୟେନ୍ଦ୍ର ବେହେରା
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details