ଓଡିଶା

odisha

ETV Bharat / videos

ଦୀର୍ଘ 2 ବର୍ଷ ପରେ ଭାଇଚାରା ସହରରେ ରାମନବମୀ ଉତ୍ସାହ - ରାମ ନବମୀ ପାଳିଲେ କଟକବାସୀ

By

Published : Apr 10, 2022, 12:47 PM IST

Updated : Feb 3, 2023, 8:22 PM IST

କଟକ: ଆଜି ହେଉଛି ଚୈତ୍ର ଶୁକ୍ଳ ନବମୀ ବା ରାମ ନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ । ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ଭାଇଚାରାର ସହର କଟକ । ସହରର ବିଭିନ୍ନ ରାମ ମନ୍ଦିର ଗୁଡିକରେ ବେଶ ଧୁମଧାମରେ ପୂଜାର୍ଚ୍ଚନା ଚାଲିଛି । ଚହଟା ରାମ ମନ୍ଦିର ଓ ତେଲେଙ୍ଗା ବଜାର ରାମ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଦୀର୍ଘ 2 ବର୍ଷ ପରେ ରାମ ନବମୀରେ ପ୍ରଭୁ ରାମଙ୍କ ଦର୍ଶନ ପାଇଥିବାରୁ ଶ୍ରଦ୍ଧାଳୁ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି। କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

...view details