ଓଡିଶା

odisha

ETV Bharat / videos

Panchayat Poll: ସରକାରୀ ଚାକିରୀ ଛାଡି ସରପଞ୍ଚ ପଦବୀ ପାଇଁ ଲଢେଇ - ବମକେଇ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ତପନ କୁମାର ପ୍ରଧାନ

By

Published : Feb 13, 2022, 10:37 PM IST

Updated : Feb 3, 2023, 8:11 PM IST

ବ୍ରହ୍ମପୁର: ସରକାରୀ ଚାକିରୀ ଛାଡି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ମଇଦାନରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକର ବମକେଇ ପଞ୍ଚାୟତର ସରପଞ୍ଚ ଭାବରେ ପ୍ରାର୍ଥୀ ହୋଇଥିବା ତପନ କୁମାର ପ୍ରଧାନ ନିଜର ପ୍ରଚାର କରୁଥିବା ବେଳେ ସମିତି ସଭ୍ୟା ଭାବରେ ଜମୁନା ନାୟକ ସମର୍ଥକଙ୍କ ପ୍ରଚାର କରୁଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:11 PM IST

ABOUT THE AUTHOR

...view details