ଓଡିଶା

odisha

By

Published : Feb 12, 2022, 8:20 PM IST

Updated : Feb 3, 2023, 8:11 PM IST

ETV Bharat / videos

Panchayat Poll: ଅଞ୍ଚଳ ଅକ୍ତିଆରକୁ ନେଇ ପୋଲସରା ବିଧାୟକଙ୍କ ଦୃଢୋକ୍ତି

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନକୁ ନେଇ ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀରେ ଜୋରସୋରରେ ଚାଲିଛି ପ୍ରଚାର । ସମସ୍ତ ଛଅଟି ଜିଲ୍ଲା ପରିଷଦ ଜୋନ ସମେତ ଦୁଇ ବ୍ଳକକୁ ଅକ୍ତିଆର କରିବା ତତ୍ପର ଶାସକ ଦଳ । ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୋଲସରାର ବିଧାୟକ ଶ୍ରୀକାନ୍ତ ସାହୁ । ଏଥର ୭୦ରୁ ୮୦ ପ୍ରତିଶତ ସ୍ଥାନରେ ନୂତନ ମୁହଁ ରହିଥିବାରୁ ବହୁ ପ୍ରାର୍ଥୀ ବିକାଶ କରିବାର ଲକ୍ଷ୍ୟ ରଖି ଆସିଥିବା କହିଛନ୍ତି ବିଧାୟକ ।
Last Updated : Feb 3, 2023, 8:11 PM IST

ABOUT THE AUTHOR

...view details