ଏମିତି ବି ଆସେ ମୃତ୍ୟୁ ! ଔଷଧ କିଣିବାକୁ ଆସି ମେଡିସିନ ଷ୍ଟୋରରେ ଟଳି ପଡିଲେ ଯୁବକ
ଚଣ୍ଡିଗଡ: ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ କେଉଁ ମୁହୂର୍ତ୍ତରେ ଆସିବ, କେଉଁଠି ଛକି କି ବସିଥିବ ତାହା କହିବା ନିହାତି ଅସମ୍ଭବ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ହରିୟାଣାର ଫରିଦାବାଦରୁ । ଔଷଧ କିଣିବାକୁ ଆସି ଔଷଧ ଦେକାନରେ ଟଳି ପଡିଲେ ଯୁବକ । ଦୋକାନ ମାଲିକ ସଙ୍ଗେସଙ୍ଗେ ଯାଇ ଦେଖିବା ବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା । ଏହି ଘଟଣା ଗତ ୪ ତାରିଖର ହୋଇଥିବା ବେଳେ ମୃତ ଯୁବକ ସଞ୍ଜୟ କଲୋନୀର ବାସିନ୍ଦା ରହିଥିଲେ । ଦେଖନ୍ତୁ କ୍ୟାମରାରେ କଏଦ ହୋଇଥିବା ମୃତ୍ୟୁର ଭିଡିଓ
Last Updated : Feb 3, 2023, 8:38 PM IST