ନାଗପୁରର ଫୁଟାଲା ହ୍ରଦରେ ବିଶ୍ୱର ସର୍ବବୃହତ ମ୍ୟୁଜିକାଲ ଫାଉଣ୍ଟେନ ପ୍ରଦର୍ଶନୀ, ଦେଖନ୍ତୁ ଭିଡିଓ - ସର୍ବବୃହତ ମ୍ୟୁଜିକାଲ ଫାଉଣ୍ଟେନ
ମୁମ୍ବାଇ: ନାଗପୁର ପ୍ରସିଦ୍ଧ ଫୁଟାଲା ହ୍ରଦରେ ପ୍ରଦର୍ଶିତ ହେଲା ବିଶ୍ବର ସର୍ବବୃହତ ମ୍ୟୁଜିକାଲ ଫାଉଣ୍ଟେନ ପ୍ରଦର୍ଶନୀ । ସଙ୍ଗୀତର ତାଳରେ ବିଭିନ୍ନ ରଙ୍ଗରେ ପାଣି ସ୍ପ୍ରେ ଓ ଲାଇଟ ସୋ ମାଧ୍ୟମରେ ଝଲସିଲା ହ୍ରଦ । ସଂଧ୍ୟାକୁ ଉପଭୋଗ କଲେ ସହରବାସୀ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:27 PM IST