Inspiring Video: ବନ୍ୟା ସ୍ରୋତକୁ ଖାତିର ନକରି ଟୀକାକରଣ କଲେ ଆଶାକର୍ମୀ - ମହାରାଷ୍ଟ୍ର ଆଶାକର୍ମୀଙ୍କ ଦୁଃସାହସିକତା
ମୁମ୍ବାଇ: ପ୍ରବଳ ବର୍ଷାରେ ଘରକୁ ଘର ଯାଇ ଟିକା ଦେଲେ ସ୍ବାସ୍ଥ୍ୟକର୍ମୀ । ମହାରାଷ୍ଟ୍ରର କୋହ୍ଲାପୁରର କେତେକ ଆଶାକର୍ମୀ ବନ୍ୟା ସ୍ରୋତରେ ରେନ କୋର୍ଟ ପିନ୍ଧି ଟିକା ଦେବାକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦେଖନ୍ତୁ କିପରି ବିପଦ ସଂକୁଳ ଅବସ୍ଥାରେ ବନ୍ୟା ପାଣିରେ ପାର୍ ହୋଇ ଟିକା ଦେବାକୁ ଯାଉଛନ୍ତି ସ୍ବାସ୍ଥ୍ୟକର୍ମୀ ।
Last Updated : Feb 3, 2023, 8:24 PM IST