ଓଡିଶା

odisha

Unique wedding: ଆକାଶରେ ଉଡି ବରମାଳା ପିନ୍ଧିଲେ ବରକନ୍ୟା, ଭିଡିଓ ଭାଇରାଲ

By

Published : Nov 26, 2022, 10:24 PM IST

Updated : Feb 3, 2023, 8:33 PM IST

ରାୟପୁର: ଆକାଶରେ ଉଡ଼ି ବରମାଳା ପିନ୍ଧିଲେ ବରକନ୍ୟା (Garland ceremony in sky )। ହଟ ଏୟାର ବେଲୁନରେ ବସି ପ୍ରଥମେ ଆକାଶରେ ଉଡ଼ିଲେ । ଏହାପରେ ଉଡିବା ଅବସ୍ଥାରେ ପରସ୍ପରକୁ ବରମାଳା ପିନ୍ଧାଇଲେ ବରକନ୍ୟା (Varmala Ceremony in Hot Air Balloon )। ଛତିଶଗଡର ଦୁର୍ଗରେ ଏପରି ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଛି । ନଭେମ୍ବର ୨୫ ତାରିଖରେ ଆୟୋଜିତ ଏକ ବିବାହ ଉତ୍ସବରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:33 PM IST

ABOUT THE AUTHOR

...view details