ଓଡିଶା

odisha

ପାବଳିରେ ନିଆରା ସେଲିବ୍ରେସନ

By ETV Bharat Odisha Team

Published : Nov 12, 2023, 9:20 PM IST

ETV Bharat / videos

Diwali Celebration: ଦୀପାବଳିରେ ନିଆରା ସେଲିବ୍ରେସନ, ପୂଜା କଲା ମେସିନ୍‌

ନୂଆଦିଲ୍ଲୀ: ଦୀପାବଳି ପାଳୁଛି ସାରା ଦେଶ । ଦୀପାବଳି ପାଇଁ ଦେଶବ୍ୟାପୀ ଉତ୍ସବର ମାହୋଲ ରହିଥିବାବେଳେ ବିଦେଶରୁ ମଧ୍ୟ ଛୁଟିଛି ଶୁଭେଚ୍ଛାର ବାର୍ତ୍ତା । ଚଳିତ ଥର ପ୍ରଦୂଷଣମୂକ୍ତ ଦୀପାବଳି ପାଳନ କରାଯାଉଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅଧିକ ରହିଥିବାରୁ ବାଣ ଫୁଟାଇବା ଉପରେ କଟକଣା ଜାରି ହୋଇଛି । ଚଳିତ ବର୍ଷ ଅନେକ ଲୋକେ ଭିନ୍ନ ଭିନ୍ନ ଢଙ୍ଗରେ ସେଲିବ୍ରେସନ କରୁଛନ୍ତି । 

ଏହା ବି ପଢନ୍ତୁ...Ayodhya Deepotsav ୨୦୨୩: ଅଯୋଧ୍ୟାରେ ଆଲୋକର ସମ୍ଭାର, ୨୨,୨୩ ଲକ୍ଷ ଦୀପରେ ଚମକିଲା ରାମ ନଗରୀ

ଏହାରି ଭିତରେ ରାଜଧାନୀ ଦିଲ୍ଲୀରେ ଏକ ନିଆରା ଢଙ୍ଗରେ ସେଲିବ୍ରେସନ କରିଛି ଏକ ରୋବୋଟିକ୍ସ କମ୍ପାନୀ । ଯେଉଁଥିରେ କୌଣସି ମଣିଷ ନୁହେଁ, ବରଂ ଏକ ମେସିନ ଭଗବାନଙ୍କ ନିକଟରେ ଦୀପ ଜାଳି ଆରାଧନା କରୁଥିବା ଦେଖିବାକୁ ମିଳିଛି । ଏହି ନିଆରା ଢଙ୍ଗରେ ଦୀପାବଳି ସେଲିବ୍ରେସନର ଏକ ଭିଡିଓ ଟ୍ବିଟର(X)ରେ ଦେଖିବାକୁ ମିଳିଛି । 

ABOUT THE AUTHOR

...view details