ଓଡିଶା

odisha

ପ୍ରଧାନମନ୍ତ୍ରୀ ମନୋନୀତ ହେବା ପରେ ଲଣ୍ଡନ ୧୦ ଡାଉନିଂ ଷ୍ଟ୍ରିଟରେ ସୁନକ, ଛୁଟୁଛି ଅଭିନନ୍ଦନ

By

Published : Oct 24, 2022, 10:15 PM IST

Updated : Feb 3, 2023, 8:30 PM IST

ଲଣ୍ଡନ: ବ୍ରିଟିଶ ଇତିହାସର ଗତ ୨୦୦ ବର୍ଷ ମଧ୍ୟରେ ସର୍ବକନିଷ୍ଠ ତଥା ୫୭ତମ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ଶାସକ କଞ୍ଜରଭେଟିବ ଦଳର ସାଂସଦ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ତେବେ ସେ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହେବା ପରେ ରାଜଧାନୀ ଲଣ୍ଡନର ୧୦ ଡାଉନିଂ ଷ୍ଟ୍ରିଟରେ ନଜର ଆସିଛନ୍ତି ସୁନକ (Rishi Sunak arrives at 10 Downing Street in London)। ପାର୍ଟି କାର୍ଯ୍ୟକର୍ତ୍ତା ତଥା ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ କଞ୍ଜରଭେଟିବ ଦଳର ମୁଖ୍ୟାଳୟ ଏଠାରେ ଅବସ୍ଥିତ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:30 PM IST

ABOUT THE AUTHOR

...view details