ଓଡିଶା

odisha

ETV Bharat / videos

ଗାଁରେ ପଶିଥିଲା ୧୦ ଫୁଟର ଅଜଗର, ଉଦ୍ଧାର କଲା ବନବିଭାଗ - ଯାଜପୁର ଅଜଗର ଉଦ୍ଧାର ଖବର

By

Published : Oct 12, 2022, 6:06 PM IST

Updated : Feb 3, 2023, 8:29 PM IST

ଯାଜପୁର: ଜିଲ୍ଲା ବଡ଼ଚଣା ବ୍ଲକ ଅଧୀନ ଦର୍ପଣ ପଞ୍ଚାୟତ କୋଲସାହି ଅଞ୍ଚଳରୁ ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଛି । ନିକଟସ୍ଥ ଜଙ୍ଗଲରୁ ଏହି ଅଜଗର ସାପଟି ଗାଁ ଅଭିମୁଖେ ଚାଲି ଆସିଥିବା ବେଳେ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏନେଇ ସ୍ଥାନୀୟ ଲୋକେ ଚଣ୍ଡିଖୋଲ ବନ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରି ସ୍ଥାନୀୟ ବାରୁଣାବନ୍ତ ପାହାଡ଼ରେ ଛାଡି ଦେଇଥିବା ସୂଚନା ମିଳିଛି।
Last Updated : Feb 3, 2023, 8:29 PM IST

ABOUT THE AUTHOR

...view details