ଓଡିଶା

odisha

By

Published : Jan 3, 2023, 6:04 PM IST

Updated : Feb 3, 2023, 8:38 PM IST

ETV Bharat / videos

Pant Car Accident: ମ୍ୟାଚ ପୂର୍ବରୁ ପନ୍ତଙ୍କ ଆଶୁଆରୋଗ୍ୟ କାମନା କଲା ଟିମ୍ ଇଣ୍ଡିଆ

ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପୂର୍ବରୁ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛି ଟିମ୍ ଇଣ୍ଡିଆ । ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଉପ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପନ୍ତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଭାରତୀୟ କ୍ରିକେଟ ଦଳ ପନ୍ତଙ୍କୁ ମିସ୍ କରୁଥିବା କହିଛନ୍ତି । ଏହା ସହିତ ସେ ଶ୍ରୀଘ୍ର ସୁସ୍ଥ ହୋଇ ଟିମ୍ ଇଣ୍ଡିଆରେ ସାମିଲ ହୁଅନ୍ତୁ ବୋଲି ଶୁଭକାମନା ଜଣାଇଛନ୍ତି । ସେହିପରି ୟୁଜିବେନ୍ଦ୍ର ଚହଲ, ଇଶାନ କିଶାନ, ଶୁବମନ ଗିଲ ମଧ୍ୟ ଭିଡିଓ ମାଧ୍ୟମରେ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Last Updated : Feb 3, 2023, 8:38 PM IST

ABOUT THE AUTHOR

...view details