ଓଡିଶା

odisha

ETV Bharat / videos

T20 World Cup: କଟକରେ କ୍ରିକେଟ କ୍ରେଜ୍‌, ଭାରତ ଟ୍ରଫି ଜିତିବ କହିଲେ ଫ୍ୟାନ୍ସ

By

Published : Nov 10, 2022, 1:35 PM IST

Updated : Feb 3, 2023, 8:31 PM IST

ଆଡିଲେଡ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ଟି-ଟ୍ବେଣ୍ଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ସେମି ଫାଇନାଲ ମୁକାବିଲା । ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ମ୍ୟାଚକୁ ଫ୍ୟାନ୍ସଙ୍କ ମନରେ ଭରି ରହିଛି ଉତ୍ସାହ । କଟକ କଲେଜ କ୍ୟାମ୍ପସରେ ମଧ୍ୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଛି । ଆଜି ଭାରତ ଜିତିବ ଓ ଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦୀକୁ ଭେଟିବ ଟ୍ରଫି ଜିତିବ ବୋଲି କହିଛନ୍ତି ଫ୍ୟାନ୍ସ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details