ଓଡିଶା

odisha

ETV Bharat / videos

ସ୍କୁଲକୁ ମାଡ଼ି ଆସିଲା ବନ୍ୟାପାଣି, ୫୫୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି - ସ୍କୁଲକୁ ମାଡ଼ି ଆସିଲା ବନ୍ୟାପାଣି

By

Published : Aug 16, 2022, 4:02 PM IST

Updated : Feb 3, 2023, 8:26 PM IST

କଟକ: ବନ୍ୟାପାଣି ଘେରରେ ସ୍କୁଲ । ଏଦୃଶ୍ୟ ହେଉଛି କଟକ ଜିଲ୍ଲା ଗତିରାଉତ ପାଟଣା ଅଞ୍ଚଳରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର । ମହାନଦୀରେ ବନ୍ୟାପାଣି ଆସିବା ପରେ ସ୍କୁଲଟି ଜଳବନ୍ଦୀ ଅବସ୍ଥାରେ ରହିଛି । ଫଳରେ 550 ଛାତ୍ରଛାତ୍ରୀ ଓ 80 ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍କୁଲରେ ଫସି ରହିଛନ୍ତି । ଉଦ୍ଧାର ପାଇଁ 5 ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ 7ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ଉଦ୍ଧାର କରାଯାଇଛି । ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details