ଓଡିଶା

odisha

ETV Bharat / videos

ପଗଡି ପିନ୍ଧିଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡିଓ - ପାରମ୍ପାରିକ ଶିଖ ପଗଡିରେ ମୋଦି

By

Published : Sep 19, 2022, 6:58 PM IST

Updated : Feb 3, 2023, 8:28 PM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି (Sikh delegation meet pm modi) ଶିଖ ସମ୍ପ୍ରଦାୟର ଏକ ପ୍ରତିନିଧି ମଣ୍ଡଳୀ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡରେ ପାରମ୍ପାରିକ ପଗଡି ପିନ୍ଧାଇଛନ୍ତି ଏହି ପ୍ରତିନିଧି ଟିମର ସଦସ୍ୟ । ଶିଖ ଧର୍ମ ଅନୁସାରେ ସିରୋପା ପ୍ରଦାନ ପୂର୍ବକ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ ପାଇଁ ସଦସ୍ୟମାନେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ସହ ପ୍ରାର୍ଥନା କରିଥିଲେ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:28 PM IST

ABOUT THE AUTHOR

...view details