ଓଡିଶା

odisha

ETV Bharat / videos

ଜେଲରୁ ବାହାରିଲେ ସଞ୍ଜୟ ରାଉତ, ଦେଖନ୍ତୁ ଭିଡିଓ - ଜେଲରୁ ବାହାରିଲେ ସଞ୍ଜୟ ରାଉତ

🎬 Watch Now: Feature Video

By

Published : Nov 9, 2022, 8:14 PM IST

Updated : Feb 3, 2023, 8:31 PM IST

ମୁମ୍ବାଇ: ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ଗିରଫ ହୋଇ ଜେଲରେ ଥିବା ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆଜି ବେଲ ପାଇବା ପରେ ସଂଧ୍ୟାରେ ଜେଲରୁ ବାହାରିଛନ୍ତି (Sanjay Raut released from Arthur Road jail)। ଜେଲରୁ ବାହାରିବା ବେଳେ ସଞ୍ଜୟ ରୋଡ ଶୋ ମୁଦ୍ରାରେ ନଜର ଆସିଥିଲେ । ଗାଡି ଉପରେ ଛିଡା ହୋଇ ସମର୍ଥକଙ୍କ ଠାରୁ ଅଭିବାଦନ ଓ ଫୁଲମାଳ ଗ୍ରହଣ କରିଥିଲେ ସଞ୍ଜୟ । ଗିରଫ ହେବା ସମୟରେ ମଧ୍ୟ ଠିକ ଏହିପରି ଦମ୍ଭ ଦେଖାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ ଅଫିସକୁ ଯାଇଥିଲେ ସଞ୍ଜୟ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details