ଗର୍ଭବତୀଙ୍କୁ ଦଉଡି ବାନ୍ଧି ନାଳ ପାର କରାଇଲେ SDRF ଯବାନ
ଡେରାଡୁନ: ଉତ୍ତରାଖଣ୍ଡର ଟିହରି ଜିଲ୍ଲାର ପ୍ରବଳ ବର୍ଷା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାତାୟତ ବାଧାପ୍ରାପ୍ତ ହେବା କାରଣରୁ ପ୍ରବଳ ସ୍ରୋତରେ ଜଳ ପ୍ରବାହିତ ହେଉଥିବା ଏକ ନାଳର ଆରପାଖରେ ଫସି ରହିଥିଲେ ଜଣେ ଗର୍ଭବତୀ । ଏକ ଦଉଡି ସାହାଯ୍ୟରେ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି SDRF ଯବାନ । ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ତାଙ୍କୁ ଦଉଡିରେ ବାନ୍ଧାଯାଇ ଉଦ୍ଧାର କରାଯାଇଛି । ଦେଖନ୍ତୁ ଉଦ୍ଧାର ବେଳର ଭିଡିଓ
Last Updated : Feb 3, 2023, 8:27 PM IST