RajyaSabha: ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ବିଲ ଆଗତ, ବିଜେଡିରୁ ଭାଗନେଲେ ସାଂସଦ ନିରଞ୍ଜନ ବିଶି
ନୂଆଦିଲ୍ଲୀ: ରାଜ୍ୟସଭାରେ ଆଗତ ହୋଇଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଦ୍ବିତୀୟ ସଂଶୋଧନ ବିଲ । ପୂର୍ବରୁ ଲୋକସଭାରେ ବିଲ ଗୃହୀତ ହୋଇଥିବା ବେଳେ, ରାଜ୍ୟରେ ଚର୍ଚ୍ଚା ପାଇଁ ଆଗତ କରିଛନ୍ତି ସରକାର । ବିଜେଡି ପକ୍ଷରୁ ସାଂସଦ ନିରଞ୍ଜନ ବିଶି ଚର୍ଚ୍ଚାରେ ଭାଗ ନେଇ ରାଜ୍ୟର ନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଲୋକଙ୍କ ସମ୍ପର୍କରେ କହିବା ସହ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି ।
Last Updated : Feb 3, 2023, 8:35 PM IST