ପ୍ରବଳ ବର୍ଷା ପରେ ଧସିଲା ପାହାଡ, କ୍ୟାମେରାରେ କଏଦ ହେଲା ଦୃଶ୍ୟ - ପ୍ରବଳ ବର୍ଷାରେ ଭୂସ୍ଖଳନ
🎬 Watch Now: Feature Video
ଶିମଲା: ହିମାଚଳ ପ୍ରଦେଶ ସଙ୍ଗଲା ଉପତ୍ୟାକାରେ ପ୍ରବଳ ବର୍ଷାରେ ଜଳସ୍ରୋତରେ ଧସିଲା ପାହାଡ । ପ୍ରବଳ ଜଳସ୍ରୋତରେ ପାହାଡରୁ ଖସିଲା ପଥରଖଣ୍ଡ । କ୍ୟାମେରାରେ କଏଦ ହେଲା ଦୃଶ୍ୟ । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ
Last Updated : Feb 3, 2023, 8:25 PM IST