ଓଡିଶା

odisha

By

Published : Nov 27, 2022, 12:04 PM IST

Updated : Feb 3, 2023, 8:33 PM IST

ETV Bharat / videos

ଭାରତ ଯୋଡ ଯାତ୍ରାରେ ବୁଲେଟ ଚଲାଇଲେ ରାହୁଲ ଗାନ୍ଧୀ

ଭୋପାଳ:ମଧ୍ୟପ୍ରଦେଶରେ ଜାରି ରହିଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ଆଜି ମହୋରେ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଲେଟ ଚଲାଉଥିବା ଦେଖିବାକୁ ମିଳିଛି । ହେଲମେଟ ପିନ୍ଧି ବୁଲେଟ ଚଲାଉଥିବା ବେଳେ ସମର୍ଥକ ମାନେ ତାଙ୍କ ପଛର ଦୌଡୁଥିବା ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:33 PM IST

ABOUT THE AUTHOR

...view details