ଓଡିଶା

odisha

ETV Bharat / videos

Bharat Jodo Yatra: ଯାତ୍ରା ମଝିରେ ମୁଲାୟମ ସିଂ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ ଓ କଂଗ୍ରେସ ନେତା - ଭାରତ ଯୋଡ଼ ଯାତ୍ରାରେ ମୁଲାୟମ ସିଂଙ୍କୁ ଶ୍ରଦ୍ଧାଞ୍ଜଳି

🎬 Watch Now: Feature Video

By

Published : Oct 11, 2022, 7:53 PM IST

Updated : Feb 3, 2023, 8:29 PM IST

ବେଙ୍ଗାଲୁରୁ: ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କୁ ଭାରତ ଯୋଡ଼ ଯାତ୍ରାରେ ଶ୍ରଦ୍ଧାଞ୍ଜଳି ଦେଇଛି କଂଗ୍ରେସ (congress observe silence for Mulayam Singh Yadav)। ଯାତ୍ରା ଜାରି ରହିଥିବା ବେଳେ ଯାତ୍ରାର ନେତୃତ୍ବ ନେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟାନ୍ୟ ନେତାଙ୍କ ସମେତ କର୍ମୀମାନେ ନୀରବ ପ୍ରାର୍ଥନା କରି ମୁଲାୟମ ସିଂ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ଦେଖିବାକୁ ମିଳିଥିଲା । ପଦଯାତ୍ରା ସାମୟିକ ସମୟ ପାଇଁ ବନ୍ଦ ରହିବା ସହ ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀ ନୀରବ ପ୍ରାର୍ଥନା କରିଥିଲେ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:29 PM IST

ABOUT THE AUTHOR

...view details