ଓଡିଶା

odisha

By

Published : Nov 10, 2022, 5:19 PM IST

Updated : Feb 3, 2023, 8:31 PM IST

ETV Bharat / videos

ମହାପ୍ରଭୁଙ୍କ ଦର୍ଶନ ସାରି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି, ଜନସାଧାରଣଙ୍କୁ ହାତ ହଲାଇଲେ

ଭୁବନେଶ୍ୱର: ଆଜିଠୁ ଦୁଇଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ତେବେ ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଭୁବନେଶ୍ବରରେ ପହଞ୍ଚିନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ। ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ଏୟାରପୋର୍ଟରେ ବ୍ୟାପକ ଆୟୋଜନ । ଏପଟେ ପହଞ୍ଚିବା ପରେ ଜନସାଧାରଣଙ୍କୁ ହାତ ହଲାଇ ଥିଲେ ରାଷ୍ଟ୍ରପତି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details