ଓଡିଶା

odisha

ETV Bharat / videos

ଶିକ୍ଷା ସମସ୍ତଙ୍କ ପାଇଁ ଉପଲବ୍ଧ ହେଲେ ଦେଶର ବିକାଶ ସମ୍ଭବ: ରାଷ୍ଟ୍ରପତି - ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

By

Published : Nov 11, 2022, 5:39 PM IST

Updated : Feb 3, 2023, 8:32 PM IST

ଭୁବନେଶ୍ବର: ଜୟଦେବ ଭବନ ଠାରେ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଶିକ୍ଷାକୁ ବିକାଶର ଏକ ସାଧନ ଭାବରେ ପ୍ରଶଂସା କରି ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ଉପଲବ୍ଧ ହେବା ଆବଶ୍ୟକ ବୋଲି କହିଛନ୍ତି । ବିନା କୌଣସି ଭେଦଭାବରେ ଶିକ୍ଷା ସମସ୍ତଙ୍କ ପାଇଁ ଉପଲବ୍ଧ ହେଲେ ଜାତି ତଥା ଦେଶର ବିକାଶ ସମ୍ଭବ । ତେଣୁ ଆଞ୍ଚଳିକ ଭାଷାରେ ଶିକ୍ଷଣକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Last Updated : Feb 3, 2023, 8:32 PM IST

ABOUT THE AUTHOR

...view details