ଓଡିଶା

odisha

ETV Bharat / videos

Dhamnagar By Poll: ମତଦାନ ପାଇଁ ଧାମନଗରରେ ପହଞ୍ଚିଲେ ପୁଲିଂ ପାର୍ଟି - ଧାମନଗର ଉପନିର୍ବାଚନ

By

Published : Nov 2, 2022, 7:59 PM IST

Updated : Feb 3, 2023, 8:31 PM IST

ଭଦ୍ରକ: ଆସନ୍ତାକାଲି ଧାମନଗର ବିଧାୟକ ପଦ ପାଇଁ ପଡ଼ିବ ଭୋଟ । ଏଥିପାଇଁ ଧାମନଗରରେ ପହଞ୍ଚିଲେ ପୁଲିଂ ପାର୍ଟି । ମତଦାନ ପୂର୍ବରୁ ଦସ୍ତାବିଜ ସଠିକ ଢଙ୍ଗରେ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି ପୁଲିଂ ଅଧିକାରୀ । ଧାମନଗରରେ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କିଭଳି ସୁରୁଖୁରୁରେ ମତଦାନ ହେବ ତାହାକୁ ନେଇ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ଏହାକୁ ନେଇ ପୁଲିଂ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭଦ୍ରକ ପ୍ରତିନିଧି ଦେବାଶିଷ ମହାପାତ୍ର ।
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details