ଓଡିଶା

odisha

ETV Bharat / videos

Navratri celebration: ପାରମ୍ପରିକ ନୃତ୍ୟରେ ନବରାତ୍ରୀ ପାଳନଛନ୍ତି ଗୁଜରାଟବାସୀ, ଦେଖନ୍ତୁ ଭିଡିଓ - ଗୁଜୁରାଟବାସୀଙ୍କ ନବରାତ୍ରୀ ନୃତ୍ୟ

By

Published : Sep 27, 2022, 8:49 AM IST

Updated : Feb 3, 2023, 8:28 PM IST

ଆରମ୍ଭ ହୋଇଛି ନବରାତ୍ରୀ । ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରମ୍ପରାରେ ନବରାତ୍ରୀ ପାଳନ ଜାରି ରହିଛି । ଏହାକୁ ବିଶେଷ ଭାବେ ପାଳନ କରାଯାଉଥିବା ଗୁଜରାଟରେ ପାରମ୍ପରିକ ନୃତ୍ୟର ପରମ୍ପରା ରହିଛି । ସୁରଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାରମ୍ପରିକ ପୋଷାକ ଓ ସଙ୍ଗୀତରେ ସମୂହ ନୃତ୍ୟ ପରିବେଷଣ କରିଛନ୍ତି ଶତାଧିକ ପୁରୁଷ ଓ ମହିଳା (Navratri celebration in Surat)। ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:28 PM IST

ABOUT THE AUTHOR

...view details