ଓଡିଶା

odisha

By

Published : Nov 18, 2022, 8:43 AM IST

Updated : Feb 3, 2023, 8:33 PM IST

ETV Bharat / videos

ଦହିବରା ବିନା ବାଲିଯାତ୍ରା ବୁଲା ଅଧୁରା, ଶେଷ ଦିନରେ ଷ୍ଟଲରେ ପ୍ରବଳ ଭିଡ

କଟକ: ସୁଆଦିଆ ଦହିବରା ସାଙ୍ଗକୁ ସ୍ପେଶାଲ ଘୁଘୁନି, ତା'ଉପରେ ପଡ଼ିଛି ଅଳ୍ପ ପିଆଜ ଓ ଧନିଆ ପତ୍ର । ଦହିବରା ଖାଇବାକୁ ଷ୍ଟଲରେ ଲାଗିଛି ପ୍ରବଳ ଭିଡ଼ । ବ୍ୟବସାୟୀ ବି ଲୋକଙ୍କୁ ଲୋକଙ୍କ ଦହିବରା ଦେବାରେ ବ୍ୟସ୍ତ । ଏ ଦୃଶ୍ୟ ହେଉଛି ବାଲିଯାତ୍ରା ପଡ଼ିଆର । କଟକର ଐତିହାସିକ ବାଲିଯାତ୍ରାର ଶେଷ ଦିନରେ ଲୋକେ ଦହିବରାର ମଜା ନେଉଛନ୍ତି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:33 PM IST

ABOUT THE AUTHOR

...view details