Padmapur By Poll: ପୁଣି ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ ପଦ୍ମପୁରକୁ ଜିଲ୍ଲା ଗଠନରୁ କିଏ ଦେଇଥିଲା ବାଦ
ପଦ୍ମପୁର/ବରଗଡ: ମୁଖ୍ୟମନ୍ତ୍ରୀ ଦୀର୍ଘ 22 ବର୍ଷ ହେବ ରାଜ୍ୟର ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗତକାଲି ପଦ୍ମପୁରରେ ଅନେକ କିଛି କରିବାର ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 2019ରେ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ପଦ୍ମପୁରକୁ ଜିଲ୍ଲା କରିବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ଗତକାଲି 2023ରେ ପଦ୍ମପୁରକୁ ଜିଲ୍ଲା କରିବା କଥା କହିଛନ୍ତି କହିବା ସହିତ ପଦ୍ମପୁରକୁ ଜିଲ୍ଲା ଗଠନରୁ କିଏ ଦେଇଥିଲା ବାଦ ବୋଲି ପ୍ରଶ୍ନ କରିଛନ୍ତି ।
Last Updated : Feb 3, 2023, 8:34 PM IST