ଓଡିଶା

odisha

ETV Bharat / videos

ବିଶ୍ବ ଏଡସ୍ ଦିବସରେ ମାନବ ଶୃଙ୍ଖଳରେ ସାମିଲ ହେଲେ ଦୁଇ ହଜାର ବିଦ୍ୟାର୍ଥୀ - ମାନବ ଶୃଙ୍ଖଳରେ ସାମିଲ ହେଲେ ଦୁଇ ହଜାର ବିଦ୍ୟାର୍ଥୀ

By

Published : Dec 1, 2022, 11:06 PM IST

Updated : Feb 3, 2023, 8:34 PM IST

ବ୍ରହ୍ମପୁର : ବିଶ୍ବ ଏଡସ୍ ଦିବସରେ ମାନବ ଶୃଙ୍ଖଳରେ ସାମିଲ ହେଲେ ଦୁଇ ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ। ବ୍ରହ୍ମପୁର ସହରର ସରକାରୀ ଶିଳ୍ପ ଅନୁଷ୍ଠାନ ପରିସରରେ ଏଡସର ରେଡ୍ ରିବନ ଲୋଗୋକୁ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ସବୁଠାରୁ ବଡ଼ ମାନବ ଶୃଙ୍ଖଳରେ ସାମିଲ ହୋଇ ଏକ ରେକର୍ଡ଼ ସୃଷ୍ଟି କରିଥିଲେ। ସରକାରୀ ଆଇଟିଆଇ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅରୁଣା ସ୍ବେଚ୍ଛାସେବୀ ସଂସ୍ଥା ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସରକାରୀ ଆଇଟିଆଇ ପକ୍ଷରୁ ମିଳିତ ଏଭଳି ମାନବ ଶୃଙ୍ଖଳ କାର୍ଯ୍ୟକ୍ରମରେ 2ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ସାମିଲ ହୋଇଥିଲେ । ଏଭଳି ମାନବ ଶୃଙ୍ଖଳରେ ସାମିଲ ହୋଇଥିବା ବିଦ୍ୟାର୍ଥୀଙ୍କ ସମେତ ଆୟୋଜକଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ।
Last Updated : Feb 3, 2023, 8:34 PM IST

ABOUT THE AUTHOR

...view details