ଓଡିଶା

odisha

ଆସିଲା ନୂଆ ସଂସଦ ଭବନର ଭିଡିଓ, ଦେଖନ୍ତୁ ଦୃଶ୍ୟ

By

Published : May 25, 2023, 5:54 PM IST

ETV Bharat / videos

New Parliament Building: ଆସିଲା ନୂଆ ସଂସଦ ଭବନର ଭିଡିଓ, ଦେଖନ୍ତୁ ଦୃଶ୍ୟ

ନୂଆଦିଲ୍ଲୀ: ଆସିଲା ନୂଆ ସଂସଦ ଭବନର ବାହାର ଦୃଶ୍ୟ । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ  ନୂଆ ସଂସଦ ଭବନର ବାହାର ଦୃଶ୍ୟ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 28 ତାରିଖ (ରବିବାର) ମଧ୍ୟାହ୍ନ 12 ଟାରେ ନୂଆ ସଂସଦ ଭବନର ଉଦଘାଟନ କରିବେ । ଏଥିପାଇଁ  ବିଦ୍ଧବଧ ଭାବେ ଲୋକସଭା ସଚିବାଳୟ ପକ୍ଷରୁ କାର୍ଯ୍ୟକ୍ରମର ସୂଚୀ ଜାରି କରାଯାଇଛି । ଉଦଘାଟନ ପୂର୍ବରୁ ରବିବାର ସକାଳୁ ପୂଜାର୍ଚନା ଆରମ୍ଭ ହେବ। ଯାହା ଅପରାହ୍ନ ଯାଏ ଚାଲିବ । ସର୍ବଧର୍ମ ମନ୍ତ୍ରଚ୍ଚାରଣ କରାଯିବ । ପରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନୂଆ ସଂସଦ ଭବନର ଉଦଘାଟନ କାର୍ଯ୍ୟକ୍ରମକୁ 15 ଟି ରାଜନୈତିକ ଦଳ ସମର୍ଥନ କରି ସାମିଲ ହେବାକୁ ଘୋଷଣା କରିଥିବା ବେଳେ, 19 ଟି ଦଳ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ଦେଖନ୍ତୁ  ନୂଆ ସଂସଦ ଭବନର ଦୃଶ୍ୟ ।  

ABOUT THE AUTHOR

...view details