ଓଡିଶା

odisha

କଟକ ଭଦିମୂଳରେ ପଶିଲା ବନ୍ୟାଜଳ, ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ

By

Published : Aug 16, 2022, 12:49 PM IST

Updated : Feb 3, 2023, 8:26 PM IST

କଲଗାଣ ବର୍ଷା ପରେ ହୀରାକୁଦର ଗେଟ୍‌ ଖୋଲିବା ପରେ ଫୁଲୁଛି ମହାନଦୀ Flood in Mahanadi । ରାଜ୍ୟର ଅନେକ ସ୍ଥାନରେ ବନ୍ୟାଜଳ ପଶିଥିବାବେଳେ ମହାନଦୀରେ ଆସୁଛି ବଡ଼ ବନ୍ୟା । କଟକ ତଳିଆ ଅଞ୍ଚଳ ଭଦି ମୂଳରେ ବନ୍ୟାଜଳ ପଶିଥିବା ସୂଚନା । ୨୦୦ରୁ ଊର୍ଦ୍ଧ୍ବ ବାସିନ୍ଦା ଘରୁ ବାହାରିବା କଷ୍ଟକର ହୋଇପଡିଛି । ଗତକାଲିଠୁ ପାଣି ବଢିଥିବା ବେଳେ ପ୍ରଶାସନ ଏଯାବତ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ତଳିଆ ବାସିନ୍ଦା । ଇଟିଭି ଭାରତ, କଟକ
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details