ଓଡିଶା

odisha

By

Published : Dec 2, 2022, 4:20 PM IST

Updated : Feb 3, 2023, 8:34 PM IST

ETV Bharat / videos

ଚାଷୀଙ୍କ ପାଇଁ ଗର୍ଜିଲା ବିଜେପି, ଘେରିଲା ବିଧାନସଭା

ଭୁବନେଶ୍ୱର: ଗୋଟିଏ ପଟେ ବିଧାନସଭା ଚାଷୀ ପ୍ରସଙ୍ଗରେ ଅଚଳ ଥିବା ବେଳେ ଆଉ ଗୋଟିଏ ପଟେ ଚାଷୀଙ୍କୁ ନ୍ୟାୟ ଦାବି କରି ରାଜରାସ୍ତାରେ ଭାରତୀୟ ଜନତା ପାର୍ଟି । ଚାଷୀଙ୍କୁ ଉପେକ୍ଷା କରୁଛନ୍ତି ରାଜ୍ୟ ସରକାର । ଏଭଳି ଅଭିଯୋଗ ଆଣି ରାଜ ରାସ୍ତାରେ ବିଜେପିର ଅଭିନବ ପ୍ରତିବାଦ । ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ବିଧାନସଭା ଘେରିଲା ରାଜ୍ୟ ବିଜେପି। ଟ୍ରାକ୍ଟର, ଶଗଡ ବଳଦ, ନଙ୍ଗଳ ଧରି ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:34 PM IST

ABOUT THE AUTHOR

...view details