ଓଡିଶା

odisha

New Year 2023: ଜିରୋ ନାଇଟରେ ଝୁମିଲେ କଟକିଆ

By

Published : Jan 1, 2023, 7:22 AM IST

Updated : Feb 3, 2023, 8:38 PM IST

କଟକ: ନୂଆ ଉଦ୍ଦୀପନା ସହ ଆରମ୍ଭ ହୋଇଛି 2023 । ଭାରତ ସମେତ ସାରା ବିଶ୍ବ ଉତ୍ସାହର ସହ ଇଂରାଜୀ ନୂଆବର୍ଷକୁ ସ୍ବାଗତ କରିଛି । ଏହି ଅବସରରେ ଧୁମଧାମରେ ନୂଆବର୍ଷକୁ ପାଳନ କରିଛନ୍ତି କଟକବାସୀ । ଚିକିମିକି ଆଲୁଅରେ ଜିରୋ ନାଇଟରେ ସଭିଏଁ ମତୁଆଲା । କଟକର ବିଭିନ୍ନ କ୍ଲବ ଓ ହୋଟେଲରେ ଆନ୍ଦନ ଓ ଉଲ୍ଲାସ ଦେଖିବାକୁ ମିଳିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟର ମଜା ଉଠାଇ ଥିଲେ କଟକିଆ । ଏହାସହ ନାଚି ଗାଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ସମସ୍ତେ। ଦେଖନ୍ତୁ ଭିଡିଓ.... ଇଟିଭି ଭାରତ, କଟକ
Last Updated : Feb 3, 2023, 8:38 PM IST

ABOUT THE AUTHOR

...view details