ଓଡିଶା

odisha

ETV Bharat / videos

ଶିବ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରେକ୍ଷାଳୟ ପ୍ରତିଷ୍ଠା କଲେ ମୁସଲିମ ମହିଳା

By

Published : Oct 29, 2022, 10:57 PM IST

Updated : Feb 3, 2023, 8:30 PM IST

ଲକ୍ଷ୍ନୌ: ଧର୍ମ ଏବଂ ଆଧ୍ୟାତ୍ମିକତାର ସହର କାଶୀରେ ଦେଖିବାକୁ ମିଳିଛି ସାମ୍ପ୍ରଦାୟିକ ସଦଭାବନାର ଆଉ ଏକ ଝଲକ । ଏକ ସଂଙ୍କୀର୍ଣ୍ଣ ସ୍ଥାନରେ ପ୍ରତିଷ୍ଠା ହୋଇଥିବା ଶିବ ମନ୍ଦିରରେ ପ୍ରସସ୍ତ ସ୍ଥାନ ନଥିବାରୁ ଶ୍ରଦ୍ଧାଳୁଙ୍କୁ ପୂଜାର୍ଚ୍ଚନାରେ ସମସ୍ୟା ହେଉଥିଲା । ତେବେ ଶିବ ମନ୍ଦିର ସମ୍ମୁଖରେ ଥିବା ଜମିରେ ଏକ ପ୍ରେକ୍ଷାଳୟ ପ୍ରତିଷ୍ଠା କରିଛନ୍ତି ସ୍ଥାନୀୟ ଜଣେ ସ୍ଥାନୀୟ ମୁସଲିମ ମହିଳା । ତେବେ ଶୁଣନ୍ତୁ କ’ଣ କହୁଛନ୍ତି ଏହି ମହିଳାଜଣଙ୍କ ।
Last Updated : Feb 3, 2023, 8:30 PM IST

ABOUT THE AUTHOR

...view details