ଓଡିଶା

odisha

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ, ଟିମ ସହ ଗନ୍ତବ୍ୟସ୍ଥଳକୁ ଚାଲି ଚାଲି ଗଲେ ମୁଖ୍ୟମନ୍ତ୍ରୀ

By

Published : Nov 2, 2022, 10:34 PM IST

Published : Nov 2, 2022, 10:34 PM IST

Updated : Feb 3, 2023, 8:31 PM IST

ଶିଲଂ: ପ୍ରତିକୂଳ ପାଗ ପାଇଁ ଜରୁରୀ ଅବତରଣ କଲା ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ହେଲିକପ୍ଟର (Emergency landing of Meghalaya CM helicopter)। ଶିଲଂର ୟୁମିମମ ନିକଟବର୍ତ୍ତୀ ଖ୍ରୀଷ୍ଟିଆନ କଲେଜ ପରିସରରେ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିଲା । ପରେ ନିଜ ଟିମ ସହ ଗନ୍ତବ୍ୟସ୍ଥଳକୁ ଚାଲି ଚାଲି ଯାଇଥିଲେ ମୁଖ୍ୟମନ୍ତ୍ରୀ ସାଙ୍ଗମା । ଭିଡିଓ କରିଥିଲେ ଓ ତାଙ୍କର ହେଲିକପ୍ଟର ଅବତରଣ ସମ୍ପର୍କିତ ସୂଚନା ନିଜେ ମଧ୍ୟ ଦେଇଥିଲେ । ରାସ୍ତାରେ ଲୋକଙ୍କ ସହ ସାକ୍ଷାତ କରିଥିଲେ, ପାରମ୍ପାରିକ ଭୋଜନର ମଜା ମଧ୍ୟ ନେଇଥିଲେ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details